Rebatee, Monthly Odia Magazine
Home
Subscription Information

Join our Yearly Subscription Offer and get Rebatee, a Monthly Odia Magazine, delivered to your home or office.



Subscription Details:

1. One-Year Subscription: ₹1,111 (inclusive of postage charges)

2. Delivery: Magazines will be sent via ordinary book post.

3. Registered Parcel Post/Magazine Post : To receive the magazine through registered book post, the subscription amount remains ₹1,111.

4. Payment Method: Subscription amounts should be deposited via cheque or fund transfer in favor of Rebati Media House Pvt. Ltd



Bank Details:

Benificiary Name: Rebati Media House Pvt. Limited

Bank Name: HDFC Bank (India), Balasore

Account No: 50200033907121

IFSC Code: HDFC0000366



ବାର୍ଷିକ ଗ୍ରାହକ ସଦସ୍ୟତା ତଥ୍ୟ

ଆମର ବାର୍ଷିକ ସଦସ୍ୟତା ଯୋଜନାରେ ଯୋଗଦେଇ ମାସିକ ପାରିବାରିକ ଓଡ଼ିଆ ଫିଚର୍ ପତ୍ରିକା ରେବତୀ ଆପଣଙ୍କ ଘର କିମ୍ବା କାର୍ଯ୍ୟାଳୟରେ ଡାକ ଦ୍ଵାରା ପାଆନ୍ତୁ।

ସଦସ୍ୟତା ତଥ୍ୟ:

୧. ଏକ ବର୍ଷର ସଦସ୍ୟତା: ଟ. ୧୧୧୧/- (ଡାକ ଖର୍ଚ୍ଚ ସମେତ)

୨. ସାଧାରଣ ଡାକ ବ୍ୟବସ୍ଥା (ବୁକ୍ ପୋଷ୍ଟ୍) ମାଧ୍ୟମରେ ବାର୍ଷିକ ଗ୍ରାହକ ହୋଇ ପତ୍ରିକା ନେବାକୁ ଚାହିଁଲେ କେବଳ ୮୪୦.୦୦ ପଠାଇବେ। ଏଥିରେ ପତ୍ରିକା ନ ପାଇଲେ ଆମେ ଦାୟୀ ରହିବୁ ନାହିଁ।

୩. ପଞ୍ଜିକୃତ ପାର୍ଶଲ ପୋଷ୍ଟ/ପତ୍ରିକା ପୋଷ୍ଟ: ଯଦି ଆପଣ ପଞ୍ଜିକୃତ ପାର୍ଶଲ୍ ପୋଷ୍ଟ୍ ମାଧ୍ୟମରେ ପତ୍ରିକା ପାଇବାକୁ ଚାହୁଁଛନ୍ତି, ତେବେ ସଦସ୍ୟତା ରାଶି ଟ.୧୧୧୧/- ହିଁ ପଠାଇବେ। ଏହି ବ୍ୟବସ୍ଥାରେ ପତ୍ରିକାର ସ୍ଥିତି ଜାଣିବା ପାଇଁ ଟ୍ରାକିଂ ସୁବିଧା ପାଇପାରିବେ।

୪. ଦେୟ ପୈଠ ପ୍ରଣାଳୀ: ସଦସ୍ୟତା ରାଶି ରେବତୀ ମିଡିଆ ହାଉସ୍ ପ୍ରା.ଲି. ନାମରେ ଚେକ୍ କିମ୍ବା ଫଣ୍ଡ୍ ଟ୍ରାନ୍ସଫର୍ ମାଧ୍ୟମରେ ଡିପୋଜିଟ୍ କରି ଏହାର ସ୍କ୍ରିନଶଟ୍ ଆମକୁ ପଠାଇବେ। ନିଜର ସମ୍ପୂର୍ଣ୍ଣ ଡାକ ଠିକଣା ପିନ୍ କୋଡ ଓ ହ୍ଵାଟ୍ସଆପ୍ ନମ୍ବର ସହିତ ଆମକୁ ଜଣାଇବା ବାଧ୍ୟତାମୂଳକ।
Connect with us:

Copyright © 2020 Rebatee.in, All Rights Reserved